#ନଦୀ_ସ୍ରୋତରେ_ଭାସିଯାଉଥିବା_ବେଳେ_ଉଦ୍ଧାର_ହେଲେ_ଯୁବକ
ନଦୀର ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନଦୀରେ ଭାସିଯାଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୫ କିଲୋମିଟର ଧରି ନଦୀରେ ଭାସିଯାଉଥିବା ସମୟରେ ଖାଜିପଲ୍ଲୀଠାରୁ ତାଙ୍କୁ ଉଦ୍ଧାର କରିଛନ୍ତି ।#ganjam #drowning #NandighoshaTV #Odisha pic.twitter.com/SesdwGjnhp

— NandighoshaTV (@NandighoshaTV) August 9, 2022